ଅନ୍ତର୍ଦୃଷ୍ଟି (ANTARDRUSHTI)
ଅନ୍ତର୍ଦୃଷ୍ଟି (ANTARDRUSHTI)
INDU BHUSAN MOHANTY
ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ନବମ ଗଳ୍ପ "ବଫେ" (Buffet).
28 minutes Posted Mar 11, 2021 at 2:21 pm.
0:00
28:28
Download MP3
Show notes
ପରମ୍ପରା ହିଁ ଭାରତୀୟ ମାନଙ୍କର ବିଶେଷ ପରିଚୟ । କିନ୍ତୁ, ଅନୁକରଣ ପ୍ରିୟ ଆମେ ବିଦେଶୀ ଅପସଂସ୍କୃତିକୁ ଯୋଡ଼ି ସେଥିରେ ଆଧୁନିକତାର ରଙ୍ଗ ଦେବାକୁ ଚେଷ୍ଟା କରୁଁ । ଏହାର ସଦ୍ୟତମ ଉଦାହରଣ ହେଉଛି ବଫେ, ଯାହାକୁ ନେଇ ମୋର ଛୋଟ ଗଳ୍ପଟିଏ "ବଫେ" । ଆଶାକରେଁ, ଭଲ ଲାଗିବ ଆପଣମାନଙ୍କୁ । ଧନ୍ୟବାଦ ।