Priya Prayash
Priya Prayash
Priya Prayash
Jul 25, 2021 · 7 min

ପ୍ରେମ ବନ୍ଧନ ( Love Bond)- ପ୍ରଥମ ଅଂଶ

MP3
"ପ୍ରେମ ବନ୍ଧନ" ଏକ ନିଆରା ପ୍ରେମ କାହାଣୀ ଉପରେ ଆଧାରିତ ଧାରାବାହିକ। ଯାହାର ନାୟକ- ବାଦଲ ଓ ନାୟିକା- ଅଞ୍ଜଳି। ସେମାନଙ୍କର ମହାବିଦ୍ଯାଳୟର ଜୀବନ ଓ ସାଙ୍ଗସାଥି ତଥା ତରୁଣ ବୟସରେ ସେମାଙ୍କ ଶାଶ୍ୱତ ପ୍ରେମ ଏଠାରେ ଉପସ୍ଥାପିତ। ଲେଖକ- ପ୍ରିୟରଞ୍ଜନ ବିଶ୍ୱାଳ । ଉପସ୍ଥାପିକା- ସ୍ୱପ୍ନା ମହାନ୍ତି।

This podcast uses Anchor (from Spotify) for stats, tracking, and dynamic audio. What this means Episodes play from the podcast's own servers, unmodified. Not affiliated with Podbay.