
କବିତା- ତୁମେ ଆସିବ ବୋଲି...
କବି ଜଣେ ବିରହୀଣୀ ପ୍ରେମିକାର ମନର ଭାବନାକୁ ନିଜ ଶବ୍ଦର ଯାଦୁଗରି ଓ କଲମର ଶକ୍ତି ଦ୍ୱାରା ପାଠକଙ୍କ ଆଗରେ ପ୍ରସ୍ତୁତ କରିବାକୁ ଏକ ନିଆରା ପ୍ରୟାସ କରିଅଛନ୍ତି। ଆଶା ଆପଣମାନଙ୍କ ହୃଦୟକୁ କବିତାଟି ନିଶ୍ଚିତ ଛୁଇଁବ। ଧନ୍ଯବାଦ। କବି - ପ୍ରିୟରଞ୍ଜନ ବିଶ୍ୱାଳ ।
This podcast uses Anchor (from Spotify) for stats, tracking, and dynamic audio. What this means Episodes play from the podcast's own servers, unmodified. Not affiliated with Podbay.
