
ଶୃଙ୍ଖଳା ୬: ବ୍ୟାବହାରିକ ବେଦାନ୍ତ
ସ୍ୱାମୀ ବିବେକାନନ୍ଦ ୧୮୯୬ ମସିହା ନଭେମ୍ବର ୧୦ ରୁ ୧୮ ତାରିଖ ପର୍ଯ୍ୟନ୍ତ ଲଣ୍ଡନଠାରେ ଏକ ପ୍ରବଚନ ମାଳା ପ୍ରଦାନ କରିଥିଲେ। ଏହି ପ୍ରବଚନଗୁଡ଼ିକର ମୁଖ୍ୟ ଆଭିମୁଖ୍ୟ ଥିଲା— ମୁଖ୍ୟତଃ ଅରଣ୍ୟ ଓ ଗୁମ୍ଫା ମଧ୍ୟରେ ସାଧନା, ଧ୍ୟାନ ତଥା ଚିନ୍ତନ ସହ ଜଡ଼ିତ ରହିଆସିଥିବା ବେଦାନ୍ତକୁ କିପରି ଏକ ବ୍ୟବସ୍ଥିତ ପ୍ରଣାଳୀରେ ସର୍ବସାଧାରଣରେ ବ୍ୟବହାରିକ ରୂପ ଦିଆଯାଇପାରିବ, ତାହାର ସଫଳ ସମାଧାନ କରିବା ।
This podcast uses Anchor (from Spotify) for stats, tracking, and dynamic audio. What this means Episodes play from the podcast's own servers, unmodified. Not affiliated with Podbay.
